କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ସାହାରପଡ଼ା ସେକ୍ସନରେ ବନବିଭାଗର ଚଢାଉ । ଏହି ଚଢାଉରେ ଚୋରା ଶାଳ ଚୌକାଠ ବୋଝେଇ ପିକ୍ ଅପ ଭ୍ୟାନ ଜବତ। ବିଳମ୍ବିତ ରାତିରେ କୌଣସି ସୁତ୍ରରୁ ଖବର ପାଇଁ ବନ ବିଭାଗର ଏକ ଟିମ୍ ଚଢାଉ କରିଥିଲେ । ଏହି ଚଢାଉରେ ଚୋରା ଶାଳ ଚୌକାଠ ବୋଝେଇ ପିକ ଅପ ଭ୍ୟାନକୁ ଜବତ କରିଛି ବନ ବିଭାଗ । ଜବତ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି ।



Visitors Today : 1
Total Visitors : 130306
Total Views : 9891809
Visitors Online Now : 0