spot_img

ପୁଣି ଭିଜିଲାନ୍ସ ହାତରେ DRDA କନିଷ୍ଠ ଯନ୍ତ୍ରୀ

ଢ଼େଙ୍କାନାଳ:  ଭିଜିଲାନ୍ସ ହାତରେ DRDAର କନିଷ୍ଠ ଯନ୍ତ୍ରୀଙ୍କ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ପୁଣି ଥରେ ଧରା ପଡ଼ିଛନ୍ତି ଢ଼େଙ୍କାନାଳର  DRDA କନିଷ୍ଠ ଯନ୍ତ୍ରୀ ବିପିନ ଦାସ । ଠିକାଦାରଙ୍କ ବିଲ କରାଇ ଦେବା ପାଇଁ ୧୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ହାତରେ ଧରା ପଡ଼ିଛନ୍ତି । ତେବେ ପୂର୍ବରୁ ବିପିନ ସଦର ବ୍ଲକ ରେ କାର୍ଯ୍ୟରତ ଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡ଼ିଥିଲେ । ଏହା ହେଉଛି ଦ୍ୱିତୀୟ ଥର ଯେଉଁଥିରେ ତାଙ୍କୁ ଭିଜିଲାନ୍ସ ପୁଣିଥରେ ଧରିଛି । ବିପିନଙ୍କୁ ଜେରା କରୁଛି ଢେଙ୍କାନାଳ ଭିଜିଲାନ୍ସ ବିଭାଗର ଟିମ ।

 

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular