ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ପଡିଲେ ବରିଷ୍ଠ କିରାଣୀ । ଭୁବନେଶ୍ବର ଉପ ଜିଲ୍ଲାପାଳ କାର୍ୟ୍ୟାଳୟ କିରାଣୀ ଉଦୟନାଥ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଭିଜିଲାନ୍ସ ଟିମ୍ର ଚଢାଉ କରିଛି । ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରହିଥିବା ଜଣାପଡିଛି । ଭୁବନେଶ୍ବର ଉପ ଜିଲ୍ଲାପାଳ କାର୍ୟ୍ୟାଳୟ, ସୁନ୍ଦରପଦା ଏବରାଙ୍ଗ ସ୍ଥିତ ବାସଭବନ, କେନ୍ଦ୍ରାପଡା ରାଜନଗର ଇନ୍ଦୁଲପୁର ସ୍ଥିତ ପୈତୃକ ଘରେ ଏକକାଳୀନ ଚଢାଉ ଚାଲିଛି।



Visitors Today : 3
Total Visitors : 130172
Total Views : 9891619
Visitors Online Now : 0