spot_img

ସମ୍ପର୍କ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବାଲେଶ୍ୱର: ସମ୍ପର୍କ ଫାଉଣ୍ଡେସନ ପକ୍ଷରୁ ରକ୍ତାଦାନ ଶିବିର ଅନୁଷ୍ଠିତି । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ଗଣ୍ଡିବେଡ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଛି ଶିବିର । ସମାଜସେବୀ ତଥା ବିଜେଡି ଯୁବ ନେତା ସଶି କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଫାଉଣ୍ଡେସନର ସଭାପତି ଦିପକ କୁମାର ପ୍ରଧାନ, ସମ୍ପାଦକ ଆଶୋତୋଷ ନାୟକ, ପ୍ରକାଶ ପ୍ରଧାନ, ବିକାଶ ପ୍ରାଧାନ, ବିଶ୍ୱରଞ୍ଜନ ବେହେରା, ବିସ୍ମୟ ପ୍ରଧାନ, ଜ୍ଞାନରଞ୍ଜନ ଘଡେଇ, ଯୋତିଶ ମହାପାତ୍ର, କବିତା ନାୟକ ରକ୍ତଦାନ ସହିତ ସଂଙ୍ଗଠନକୁ ଆଗକୁ ନେବାକୁ କହିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular