ନିମାପଡା : ପୁଣି ବାଲିଅନ୍ତାରେ ଚୋରି ହେଲା ବାଲି । ସରଦେଇପୁର ନିମାପଡା ମୁଖ୍ୟ ରାସ୍ତା ବାଳକଟି ନିକଟ ଭାର୍ଗବୀ ନଦୀପଠାରୁ ବୁଧବାର ବିଳମ୍ବିତ ରାତିରେ ବାଲି ଚୋରି ହେଉଥିବା ଦେଖିବାକୁ ମିଳିଛି । ଧଳାହୀରା ମାଫିଆ ବାଲି ବୋହି ନେଉଥିବା କଥା ସାମ୍ନାକୁ ଆସିଛି । ଗୋଟିଏ ଜେସିବି ଓ ୩ ରୁ ୪ ଟି ଟ୍ରାକ୍ଟର ସାହାଯ୍ୟରେ ବାଲି ଚୋରା ଚାଲାଣ ହେଉଛି । ବାଲି ଉଠୁଥିବା ସ୍ଥାନକୁ ପ୍ରଶାସନ ପକ୍ଷରୁ ନିଲାମ ଦିଆଯାଇନଥିବାରୁ କିଭଳି ଉକ୍ତ ସ୍ଥାନରୁ ବାଲି ଉଠୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0