spot_img

ଜନ୍ମ ମାଟିରେ ପହଞ୍ଚିଲେ ବିର୍ଜୁ

ଗାଁରେ ପହଞ୍ଚିଲେ ବିର୍ଜୁ କୁଲୁ । ପାକିସ୍ତାନରେ ୨୦ବର୍ଷ ଜେଲଦଣ୍ଡ କାଟିବା ପରେ ଆଜି ନିଜ ଗାଁ ସୁନ୍ଦରଗଡ କୁତ୍ରା ଜଙ୍ଗରପଡ଼ାରେ ପହଞ୍ଚିଛନ୍ତି ବିରଜୁ। ପ୍ରଶାସନର ସ୍ୱତନ୍ତ୍ର ଟିମ ଅମୃତସରରୁ ବିର୍ଜୁଙ୍କୁ ନେଇ ଫେରିଛି । ବିର୍ଜୁ ଫେରିବା ବେଳେ କୁତ୍ରା ଛକରେ ଵିରଜୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କୁତ୍ରା ବିଡ଼ିଓ, ବ୍ଲକ ଅଧ୍ୟଷାଙ୍କ ସହ ସ୍ଥାନୀୟ ବାସିନ୍ଦା ସମ୍ବର୍ଦ୍ଧନା ଜଣାଇଛନ୍ତି। ପରେ ବିର୍ଜୁଙ୍କୁ ଶୋଭାଯାତ୍ରାରେ ଜଙ୍ଗରପଡା ଗାଁକୁ ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular