ରାୟପୁର: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲାଙ୍କୁ କୋରଡା ମାଡ ହେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ୧୪ ସେକେଣ୍ଡର ଭାଇରାଲ ଭିଡିଓରେ ବଘେଲାଙ୍କ ହାତକୁ ଜଣେ ବ୍ୟକ୍ତି କୋରଡାରେ ପିଟୁଥିବାର ଦେଖିବା ପାଇଁ ମିଳିଛି । ସୂଚନା ଅନୁସାରେ, ବଘେଲା ପୂଜା ଅବସରରେ ଦୁର୍ଗ ଜିଲ୍ଲାର କୁହ୍ମାରୀ ଅଞ୍ଚଳର ଗଞ୍ଜଗିରି ଗାଁରେ ପହଞ୍ଚି ରାଜ୍ୟର ମଙ୍ଗଳ କାମନା କରି କୋରଡା ମାଡ ଖାଇଥିବର ପରମ୍ପରା ପାଳନ କରିଥିବା କୁହାଯାଉଛି । କୋରଡା ମାଡ ପରେ ବଘେଲାଙ୍କୁ ପିଟୁ ଥିବା ବ୍ୟକ୍ତି ଜଣକ ପ୍ରମାଣ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0