spot_img

କେଦାରନାଥରେ ବରଫ ବର୍ଷା

କେଦାରନାଥ: କେଦାରନାଥରେ ବରଫ ବର୍ଷା । ବରଫ ପଡିବା ଯୋଗୁଁ ଆଜି ବନ୍ଦ ରହିଛି ମନ୍ଦିର ଦ୍ୱାର । ବରଫପାତ ଯୋଗୁଁ ମନ୍ଦିର ଉପରେ ଏକ ଧଳା ଚାଦରରେ ଆସ୍ତରଣ ପଡି ଯାଇଛି । ବରଫପାତ ହେବା ପରେ ଏହି ଅଂଚଳର ତାପମାତ୍ରା ବହୁ ମାତ୍ରାରେ ହ୍ରାସ ପାଇଛି । ଅନ୍ୟପଟେ ପର୍ୟ୍ୟଟକମାନେ ବରଫ ପାତର ମଜା ଉଠାଉଥିବା ଦେଖିବାକୁ ମିଳିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular