spot_img

ପୋଲିସ ପେଟ୍ରୋଲିଂ ବେଳେ ୪ ଜୁଆଡି ଗିରଫ

ଖୋର୍ଦ୍ଧା : ପୋଲିସ ପେଟ୍ରୋଲିଂ ବେଳେ ୪ ଜଣ ଜୁଆଡିଙ୍କୁ ଗିରଫ କରିଛି ବାଣପୁର ପୋଲିସ । ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ ପେଟ୍ରୋଲିଂ ବେଳେ ବିଶେଷ ସୂତ୍ରରୁ ଖବର ପାଇ ବଡ଼ହନ୍ତୁଆଡ ଗାଁ ନିକଟରେ ଥିବା ବିଲ ମଧ୍ୟରେ ଚଢ଼ାଉ କରି ୪ ଜଣ ଜୁଆଡି ଙ୍କୁ ଗିରଫ କରିଛି । ଘଟଣା ସ୍ଥଳରୁ ସେମାନଙ୍କ ଠାରୁ ନଗଦ ୫ ହଜାର ୮ ଶହ ଟଙ୍କା ସହିତ ଗୋଟିଏ ବାଇକ୍ ଏବଂ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ବାଣପୁର ପୋଲିସ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular