spot_img

ଅସ୍ତରଙ୍ଗରୁ ୧୨ ଗ୍ରାମର ବ୍ରାଉନସୁଗାର ଜବତ

ଅସ୍ତରଙ୍ଗ : ଅସ୍ତରଙ୍ଗ ପୋଲିସକୁ ମିଳିଛି ବଡ଼ ସଫଳତା । ଅସ୍ତରଙ୍ଗର ଏକ ବ୍ୟବସାୟୀଠାରୁ ୧୨ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଏନେଇ ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିଜଣଙ୍କ ରେଂନ୍ଦୁଆ ଗ୍ରାମର ସଂଜୟ ବିଶ୍ୱାଳ । ତେବେ ଅସ୍ତରଙ୍ଗ ଥାନାରେ କେସ ନମ୍ବର ୧୩୫/୨୦ ମାମଲାରୁଜୁ ହୋଇଛି । ଏନେଇ ସୁଚନା ଦେଇଛନ୍ତି ଅସ୍ତରଙ୍ଗ ଥାନା ଭାରପ୍ରାପ୍ତ ଅଧିକାରୀ ବାମ ଦେବ ନନ୍ଦ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular