spot_img

ପଶ୍ଚିମବଙ୍ଗରେ ୫ ଜଣିଆ ଟିମ

ଓଡିଶା ପରେ ବିଜେପିର ଟାର୍ଗେଟରେ ପଶ୍ଚିମବଙ୍ଗ । ଏନେଇ ଦଳ ପକ୍ଷରୁ ୫ ଜଣିଆ ଟିମ ଗଠନ କରାଯାଇଛି । ଏହି ଟିମ ସଦସ୍ୟମାନେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ପାଖରେ ରିପୋର୍ଟ ଦାଖଲ କରିବେ । ଅନ୍ୟପଟେ ରିପୋର୍ଟ ନଭେମ୍ବର ସୁଦ୍ଧା ଦାଖଲ କରିବା ପାଇଁ ଟିମ ସଦସ୍ୟଙ୍କୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular