spot_img

ଶେଷରେ ମୁହଁ ଖୋଲିଲେ ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ: ଆସନ୍ତା ଅଷ୍ଟ୍ରେଲିଆ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ ହୋଇନାହାଁନ୍ତି ବିସ୍ପୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ । ଏହାକୁ ନେଇ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, ଆସନ୍ତା ଅଷ୍ଟ୍ରେଲିଆ ସିରିଜରେ ଭାରତୀୟ ଦଳରେ ସାମିଲ ନ ହେବା ମୋ ପାଇଁ କଷ୍ଟଦାୟକ ଥିଲା । ଦୀର୍ଘ ଦୁଇ ବର୍ଷ ହେଲା କେବଳ ଆଇପିଏଲ ନୁହେଁ ହ୍ୱାଇଟ ବଲ କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନ କରିଆସୁଛି । କିନ୍ତୁ ଦଳରେ ସ୍ଥାନ ନ ପାଇବା ଏହା ଅବିଶ୍ୱନୀୟ । ଅନ୍ୟପଟେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରବିଶାସ୍ତ୍ରୀ ଓ ହିଟମ୍ୟାନ ରୋହିତ ଶର୍ମା ସୂର୍ଯ୍ୟକୁମାରଙ୍କ ସ୍ଥାନକୁ ନେଇ ନିଜର ପ୍ରତିକ୍ରିୟା ରଖଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular