spot_img

ମହିଳା ସହ ୩୦କିଲୋ ଗଂଜେଇ ଜବତ୍

ଖୋର୍ଦ୍ଧା: ୩ ଲକ୍ଷ ଟଙ୍କାର ଗଂଜେଇ ଜବତ କରିଛି ଖୋର୍ଦ୍ଧାର ଟାଙ୍ଗି ଓ କୁହୁଡ଼ି ଫାଣ୍ଡି ପୋଲିସ୍ । ଜଣେ ମହିଳାଙ୍କୁ ଏହି ଗଂଜେଇ ବ୍ୟବସାୟ ରେ ଗିରଫ କରିଛି ପୋଲିସ । ମହିଳା ଜଣଙ୍କ ହେଲେ ଟାଙ୍କି ଥାନା ଅନ୍ତର୍ଗତ କୁହୁଡ଼ି ଗ୍ରାମର ପ୍ରଭାତି ବେହେରା । ମହିଳାଙ୍କ ଘରୁ ୩୦ କେଜିର ଗଂଜେଇ ପ୍ୟାକେଟ୍ ଜବତ୍ କରିଛି ପୋଲିସ୍ । ଜବତ ଗଂଜେଇର ଆନୁମାନିକ ମୁଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ ସୁତ୍ରରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular