spot_img

ଦେଶରେଦିନକରେ ୪୫, ୨୦୯ ପଜିଟିଭ ,୫୦୧ ମୃତ

ଦେଶରେ ବଢ଼ୁଛି କରୋନା ସଂକ୍ରମଣ । । ଗତ ୨୪ ଘଣ୍ଟାରେ ୪୫ହଜାର ୨୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଦେଶରେ ସମୁଦାୟ ୯୦ ଲକ୍ଷ ୯୫ହଜାର ୮୦୬ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଦେଶରେ ୫୦୧ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ମୋଟ ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୩୩ ହଜାର ୨୨୭କୁ ବୃଦ୍ଧି ପାଇଛି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ୪୩ହଜାର ୪୯୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା କରୋନାରୁ ସମୁଦାୟ ୮୫ଲକ୍ଷ ୨୧ ହଜାର ୬୧୭ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ସକ୍ରିୟ ରହିଛନ୍ତି ୪ ଲକ୍ଷ ୪୦ ହଜାର ୯୬୨ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular