ନୂଆଦିଲ୍ଲୀ: ଭାରତୀୟ ମହିଳା ରେସଲର ବବିତା ଫୋଗଟ ମା’ ହେବାକୁ ଯାଉଛନ୍ତି । ଏନେଇ ବବିତା ନିଜ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ କରି ସ୍ପଷ୍ଟ କରିଛନ୍ତି । ତେବେ ଏହି ପୋଷ୍ଟରେ ତାଙ୍କ ସ୍ୱାମୀ ବିବେକ ସୁହାଗଙ୍କୁ ମଧ୍ୟ ଦେଖିବା ପାଇଁ ମିଳିଥିଲା । ଏହା ସହ ସେ କହିଛନ୍ତି, ବିବେକଙ୍କ ଭଳି ଜଣେ ଭଲ ସ୍ୱଭାବର ସ୍ୱାମୀ ପାଇଥିବାରୁ ମୁଁ ବହୁତ ଖୁସି । ମୋ ଜୀବନର ଏହି ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଅପେକ୍ଷା କରିଛି । ତେବେ ଦୁହେଁ ଗତବର୍ଷ ଡିସେମ୍ବର ୨ ତାରିଖରେ ବିବାହ କରିଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0