ବାର୍ସିଲେନା: ବିଶ୍ୱର ଚର୍ଚ୍ଚିତ ଫୁଟବଲରଙ୍କ ମଧ୍ୟରେ ଆଗରେ ଅଛନ୍ତି ଆର୍ଜେଣ୍ଟିନାର ମହାନ ଫୁଟବଲର ଲିଓନିଲ ମେସି । ନିଜର କ୍ରୀଡା ଜୀବନରୁ ସମୟ ବାହାର କରି ବତ୍ତମାନ ପରିବାର ସହ ସମୟ କାଟୁଛନ୍ତି ମେସି । ତେବେ ତାଙ୍କୁ ବାର୍ସିଲୋନାରେ ଦେଖିବା ପାଇଁ ମିଳିଥିଲା । ସେ ନିଜ ପିଲାମାନଙ୍କ ସହ ଫୁଟବଲ ଖେଳିବା ସହ ପିଲାଙ୍କୁ ନିଜେ ଗାଡିରେ ସ୍କୁଲ ଛାଡୁଥିବାର ଦେଖିବା ପାଇଁ ମିଳିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0