ଖୋର୍ଦ୍ଧା : ପାରିବାରିକ କଳହର କରୁଣ ପରିଣତି । ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଗମ୍ଭାରୀମୁଣ୍ଡା ପଂଚାୟତର ଗୋଡ଼ିଝରି ଗାଁରେ । ଗ୍ରାମର ବିଭୁ ରାଉତରାୟ ପାରିବାରିକ କଳହରୁ ନିଜ ସ୍ତ୍ରୀର ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଇଛି । ହତ୍ୟାକାରୀ ସ୍ୱାମୀ ବିଭୁ ରାଉତରାୟକୁ ଗାଁ ଲୋକେ ଘେରାଉ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0