spot_img

କରୋନା ସତ୍ତ୍ୱେ ହୋଇପାରେ ପ୍ରସିଦ୍ଧ କୁମ୍ଭମେଳା

ଡେରାଡ଼ୁନ: କରୋନା ମହାମାରୀ ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି । ହେଲେ ଅସୁବିଧା ସତ୍ୱେ ମଧ୍ୟ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସଂହ ରାୱତ , ହରିଦ୍ୱାରରେ କୁମ୍ଭମେଳା ହେବ ବୋଲି କହିଛନ୍ତି । ମେଳାର ପ୍ରସ୍ତୁତି ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ରାୱତ ଏବିଏପିର ଅଧିକାରୀ ମାନଙ୍କ ସହ ଏକ ବୌଠକ କରିଥିଲେ । କରୋନା ସ୍ଥିତିକୁ ନଜରରେ ରଖି କୁମ୍ଭମେଳା କେତେ ଦିନ ପର୍ଯ୍ୟନ୍ତ ହେବ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ । ମେଳା ପାଇଁ ୮ଟି ଘାଟ ଏବଂ ୮ଟି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । କୁମ୍ଭମେଳାରେ ବିଶେଷ କରି ସ୍ୱଚ୍ଛତା ଉପରେ ନଜର ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular