ଟାଙ୍ଗି: ବେଆଇନ କରତ କଳ ଉପରେ ଟାଙ୍ଗି ବନ ବିଭାଗର ଚଢାଉ । ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ, କରତକଳ ଯନ୍ତ୍ରପାତି ସହ ଏକ ଟ୍ରାକ୍ଟର ଜବତ । ଟାଙ୍ଗି ବନ ବିଭାଗ ରେଞ୍ଜ ଅଧିନସ୍ଥ ତରାପୀ ଗାଁରେ ଚାଲିଥିଲା ଏହି ବେଆଇନ କରତକଳ । ଖବର ପାଇ ବନବିଭାଗ ଚଢାଉ କରିଥିବା ବେଳେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ସ-ମିଲ ମାଲିକ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0