କେନ୍ଦୁଝର: ଗାଁ ଭିତରେ ପଶିଲେ ବଣୁଆ ହାତୀ ପଲ । ଶୁକ୍ରବାର ସକାଳୁ କେନ୍ଦୁଝର ସଦର ରେଞ୍ଜର ଦେଓବନ୍ଧ ଗାଁ ଭିତରକୁ ପଶିଗଲେ ୧୨ ଟି ବଣୁଆ ହାତୀ । ଏହି ହାତୀପଲ ହରିହରପୁର ଓ ମଇଦାନକେଲ ଗାଁରେ ପ୍ରବଳ ପନି ପରିବା ନଷ୍ଟ କରିବା ପରେ ଦେଓବନ୍ଧ ଗାଁ ନିକଟ ଜଙ୍ଗଲକୁ ଧସେଇ ପଶିଛନ୍ତି । ହାତୀ ପଲରେ ରହିଛନ୍ତି ତିନୋଟି ଦନ୍ତା, ୬ଟି ମଧ୍ୟ ବୟସ୍କ ଓ ତିନୋଟି ଛୁଆ ହାତୀ । ଜଙ୍ଗଲ ବିଭାଗ ପହଞ୍ଚି ହାତୀ ଉପରେ ତୀକ୍ଷ୍ମ ନଜର ରଖିଥିବା କହୁଥିବା ବେଳେ ସ୍ଥାନୀୟ ଲୋକମାନେ ବନ ବିଭାଗ କର୍ମଚାରୀଙ୍କ ଉପରେ ଦୋଷ ଲଦିଛନ୍ତିି ।



Visitors Today : 2
Total Visitors : 130305
Total Views : 9891808
Visitors Online Now : 0