spot_img

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡିଲେ ଈଶାନ୍ତ

ସିଡନୀ: ଆସନ୍ତା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ଭାରତର ସବୁଠାରୁ ଅଭିଜ୍ଞ ବୋଲର ଈଶାନ୍ତ ଶର୍ମା ବାଦ ପଡିଛନ୍ତି । ତେବେ ସିରିଜ ବେଳକୁ ସେ ସମ୍ପୂର୍ଣ୍ଣ ଫିଟ ହୋଇନଥିବେ ବୋଲି ଦର୍ଶାଇଛି ବିସିସିଆଇ । ତେବେ ଏନେଇ ବିସିସିଆଇ ସମ୍ପାଦକ ଜୟ ଶାହ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଅଭିଜ୍ଞ ବୋଲର ଈଶାନ୍ତ ଶର୍ମାଙ୍କୁ ଦଳରେ ସାମିଲ ହେବାକୁ ନେଇ ବହୁକଳ୍ପନା ଜଳ୍ପନା ଚାଲିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular