spot_img

ଡିସେମ୍ବର ୧୧ରେ ରୋହିତଙ୍କୁ ନେଇ ନିଷ୍ପତି

ସିଡନୀ: ଭାରତୀୟ ଦଳର ଓପନର ତାରକା ରୋହିତ ଶର୍ମାଙ୍କ ହାମଷ୍ଟ୍ରଙ୍ଗ ଇଞ୍ଜୁରି ନେଇ ଡିସେମ୍ବର ୧୧ ତାରିଖରେ ପରୀକ୍ଷା ହେବ । ଏହା ସହ ଦଳରେ ସାମିଲ ହେବାକୁ ନେଇ ନିଷ୍ପତି ନିଆଯିବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି । ଅନ୍ୟପଟେ ଏକ ଅନଲାଇନ ମିଡିଆ ଆଲୋଚନାରେ ଅଧିନାୟକ ଏନେଇ ନିଜର ଅସନ୍ତୋଷ ଜାରି କରିବା ପରେ ବିସିସିଆଇ ରୋହିତଙ୍କୁ ନେଇ ଅଧରାତିରେ ଶର୍ଟ ଇଞ୍ଜୁରି ଅପ-ଡେଟ ଜାରି କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular