ସିଡନୀ: ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଖେଳିବେ ଅଲରାଉଣ୍ଡର ମାକର୍ସ ଷ୍ଟୋଇନିସ । ଭାରତ ବିପକ୍ଷ ପ୍ରଥମ ମ୍ୟାଚରେ ଆଘାତ ହେବା ଫଳରେ ଷ୍ଟୋଇନିସକୁ ନେଇ ବହୁ କଳ୍ପନା ଜଳ୍ପନା ଚାଲିଥିଲା । ଆଜି ତାଙ୍କ ଖେଳିବାକୁ ନେଇକ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଭାରତ ବିପକ୍ଷ ପ୍ରଥମ ମ୍ୟାଚରେ ଷ୍ଟୋଇନିସ ନିଜର ୭ ଓଭର ବୋଲିଂ କରିବା ପରେ ସେ ଆହତ ହୋଇଥିଲେ । ଏହା ପରେ ପଡିଆ ଛାଡି ପାଭେଲିୟନକୁ ପଲେଇଥିଲେ ଷ୍ଟୋଇନିସ । ଅନ୍ୟପଟେ ତାଙ୍କ ଓଭରକୁ ସମ୍ପୂର୍ଣ୍ଣ କରିଥିଲେ ଗ୍ଲେନ ମ୍ୟାକ୍ସୱେଲ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0