ନୂଆଦିଲ୍ଳୀ: କରୋନାରେ ଆକ୍ରାନ୍ତ ହେଲେ ନେପାଳୀ କ୍ରିକେଟର ସନ୍ଦୀପ ଲାମିଛାନେ । ୨୦ବର୍ଷୀୟ ସନ୍ଦୀପ ଅଷ୍ଟେଲିଆର ଟି-୨୦ ଲିଗ୍ ବେସରେ ହୋବାର୍ଟ ହରିକେନଙ୍କ ତରଫରୁ ଖେଳୁଛନ୍ତି। ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହେବାକୁ ଏବେ ୨ସପ୍ତାହରୁ କମ୍ ସମୟ ରହିଛି। ଯୁବ ଲେଗ୍ ସ୍ପିନର ଶନିବାର ନିଜେ ସଂକ୍ରମିତ ହେବାର ସୂଚନା ଦେଇଛନ୍ତି ।
ନେପାଳ ଟିମ୍ ର ମୁଖ୍ୟ ଖେଳାଳି ସନ୍ଦୀପ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲସର ଅଂଶ ଥିଲେ। ୨୦୨୦ରେ ତାଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ମିଳିନଥିଲା। ୨୦୧୯ମସିହାରେ ୩ଟି ମ୍ୟାଚ୍ ଏବଂ ୨୦୧୯ରେ ୬ଟି ମୁକାବିଲା ଖେଳିଥିବା ଲାମିଛାନେଙ୍କ କ୍ୟାରିୟରରେ ୧୩ଟି ଓ୍ବିକେଟ୍ ରହିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0