ଲଣ୍ଡନ: ଇଂଲଣ୍ଡ ଓ ଘରୋଇ ଦଳ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚରେ ଘରୋଇ ଦଳକୁ ହାରର ସ୍ୱାଦ ଚଖାଇଲା ଭ୍ରମଣକାରୀ ଦଳ । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା ଦକ୍ଷିଣ ଆଫ୍ରିକା । ତେବେ ୬ ୱିକେଟ ହରାଇ ୧୭୯ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଅତି ସହଜରେ ଇଂଲଣ୍ଡ ଶେଷ ୧୯.୨ ଓଭରରେ ୫ ୱିକେଟ ହରାଇ ୧୮୩ ରନକରି ଅତିସହଜରେ ମ୍ୟାଚକୁ ଜିତିଥିଲା । ଇଂଲଣ୍ଡ ଦଳର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋଙ୍କ ଧୁଆଁଧାର ବ୍ୟାଟିଂ ଫଳରେ ଦଳ ଅତି ସହଜରେ ମ୍ୟାଚକୁ ଜିତିପାରିଛି । ଅନ୍ୟପଟେ ୩ ମ୍ୟାଚବିଶିଷ୍ଟ ଏହି ସିରିଜରେ ୧-୦ରେ ଆଗରେ ରହିଛି ଇଂଲଣ୍ଡ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0