spot_img

ଭାରତ ବିପକ୍ଷ ମ୍ୟାଚରେ ଆହତ ହେଲେ ଡେଭିଡ ୱାର୍ନର

ସିଡନୀ: ଭାରତ ବିପକ୍ଷ ଦ୍ୱିତୀ୍ର ଦିନିକିଆ ମ୍ୟାଚ ଖେଳିବା ସମୟରେ ଆହତ ହୋଇଛନ୍ତି ଅଷ୍ଟ୍ରେଲିଆ ଦଳର ବିସ୍ପୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନର । ସେ ଗ୍ରୋନ ଇଞ୍ଜୁରିର ଶିକାର ହୋଇଥିବାର ସୂଚନା ମିଳିଛି । ତେବେ ଭାରତୀୟ ଇନିଂସର ଚତୁର୍ଥ ଓଭରରେ ଫିଲ୍ଡିଂ କରିବା ଅବସରରେ ବଲକୁ ଅଟକାଇବାକୁ ଯାଇ ସେ ଡାଇଭ ମାରି ଆହତ ହୋଇଥିଲେ । ତାଙ୍କୁ ଆହତ ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଛି । ଅନ୍ୟପଟେ ଦିନିକିଆ ସିରିଜର ଶେଷ ମ୍ୟାଚରେ ତାଙ୍କର ଖେଳିବା ନେଇ ସନେ୍ଦହ ଉପୁଜୁଛି ବୋଲି ଅଷ୍ଟ୍ରେଲିଆ କ୍ୟାପଟେନ ଆରୋନ ଫିଞ୍ଚ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular