ଚେନ୍ନାଇ: ଅଭିନୟ ପରେ ଏବେ ରାଜନୀତି ମଇଦାନରେ ପାଦ ଥାପିବେ ଆକ୍ସନ ଷ୍ଟାର ରଜନୀକାନ୍ତ । ତେବେ ଆସନ୍ତା ୨୦୨୧ ନିର୍ବାଚନ ପାଇଁ ନିଜର ଦଳ ଗଢିବେ ରଜନୀକାନ୍ତ ବୋଲି ଚର୍ଚ୍ଚା ଜୋରଧରିଛି । ଅନ୍ୟପଟେ ଚେନ୍ନାଇସ୍ଥିତ ନିଜ ଦଳ ରଜନୀକାନ୍ତ ମକ୍କାଲ ମାଣ୍ଡାରାମର କର୍ମକତ୍ତାଙ୍କୁ ଭେଟି ଏପରି ନିଷ୍ପତି ନେବାର ସୂଚନା ମିଳିଛି । ତେବେ ରଜନୀକାନ୍ତ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0