ଆଜି ବିଶ୍ୱ ଏଡସ ଦିବସ। ସାରା ବିଶ୍ୱରେ ପାଳନ ହେଉଛି ଏଡସ ଦିବସ। ଚଳିତବର୍ଷ ‘ନାକୋ’ ପକ୍ଷରୁ ଥିମ ରହିଛି ‘ବିଶ୍ବ ଏକତା ଦାୟିତ୍ବର ସମଭାଗିତା’। ରୋଗିଠୁ କିଭଳି ଦୂରେଇ ରହିବା, ସେନେଇ ସଚେତନତା ସୃଷ୍ଟି କରାଯାଉଛି। ହେଲେ ସବୁ ସଚେତନତା ପରେ ବି ବାଲେଶ୍ୱର ଜିଲ୍ଲାରେ ଏଡସ ରୋଗୀଙ୍କ ସଂଖ୍ୟା ଏବେ ବି ଚିନ୍ତାଜନକ ସ୍ଥିତିରେ ରହିଛି। ପ୍ରତିଷେଧକ ବ୍ୟବସ୍ଥା ନ ବାହାରିବା ପର୍ୟ୍ୟନ୍ତ ଏହି ରୋଗର ନିରାକରଣ ଅସମ୍ଭବ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ସବୁଠାରୁ ଅଧିକ ସମସ୍ୟା ଭିତରେ ଛନ୍ଦି ହୋଇଛନ୍ତି ଏଚଆଇଭି ସଂକ୍ରମିତ। ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଏଡସ ଆକ୍ରାନ୍ତ ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0