spot_img

ଅଲମ୍ପିକରେ ସାମିଲ ହୋଇପାରେ କ୍ରିକେଟ

ନୂଆଦିଲ୍ଳୀ: ଅଲମ୍ପିକରେ କ୍ରିକେଟକୁ ସାମିଲ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ତେବେ ଏନେଇ ଭାରତୀୟ କ୍ରିକେଟ ବୋର୍ଡର ୮୯ ତମ ବାର୍ଷିକ ସାଧାରଣ ବୈଠକ ଡିସେମ୍ବର ୨୪ ତାରିଖରେ ହେବାକୁ ଯାଉଛି । ଏହି ବୈଠକରେ ଆଇପିଏଲରେ ଦୁଇ ନୂଆ ଟିମ ଖେଳାଇବା ଠାରୁ ଆରମ୍ଭ କରି ଅଲିମ୍ପିକରେ କ୍ରିକେଟରେ ସାମିଲ ସମେତ ୨୩ ଟି ପଏଣ୍ଟ ଉପରେ ଆଲୋଚନା ହେବ । ତେବେ ବୈଠକର ସ୍ଥାନ ଓ ଏହାର ପରବର୍ତ୍ତୀ ସୂଚନା ଖୁବଶୀଘ୍ର ସୂଚାଇ ଦିଆଯିବ ବୋଲି ବିସିସିଆଇ ସମ୍ପାଦକ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular