spot_img

ହାତୀ ପଲଙ୍କ ଉପଦ୍ରବ ରାତିରେ ନଷ୍ଟ କରୁଛନ୍ତି ଚାଷଜମି

ବିନିକା: ସଂନ୍ଧାରେ ଲୋକଙ୍କୁ ଘାରୁଛି ହାତି ଚିନ୍ତା ।୧୮ ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ହାତୀ ଚଳାଇଛନ୍ତି ଉପଦ୍ରବ । ଏହି ଅଞ୍ଚଳରେ ହାତୀ ପଲ ପଶି ଚାଷ ଜମିରେ ଉପଦ୍ରବ ଚଳାଇଛନ୍ତି । ସନ୍ଧ୍ୟା ହେଲେ ଜଙ୍ଗଲରୁ ହାତୀ ପଲ ଆସି ଧାନବିଲରେ ପଶୁଛନ୍ତି । ହାତୀଙ୍କ ଉପଦ୍ରବ ଯୋଗୁଁ ଲୋକେ ଭୟଭୀତ ହୋଇପଡିଛନ୍ତି । ଗତକାଲି ରାତିରେ ପ୍ରାୟ ୪୦ଟି ହାତୀ ଜିଲ୍ଲାର ଉଲୁଣ୍ଡା ପଟରୁ ମହାନଦୀ ପାରହୋଇ ପାଲିପଡା, ଉଲ୍ଲେ, ରହିଲା, ପାପକ୍ଷୟ ଆଦି ଅଞ୍ଚଳରେ ପଶି ଫସଲ ନଷ୍ଟ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular