spot_img

କରୋନା କବଳରେ ବଲିଉଡ଼ ଅଭିନେତ୍ରୀ କ୍ରିତି ସାନନ

କ୍ରିତିଙ୍କୁ କରୋନା ହୋଇଥିବା କଥା ତାଙ୍କ ବ୍ୟକ୍ତିଗତ ସୂତ୍ରରୁ ଜଣାପଡ଼ିଛି । କିନ୍ତୁ କ୍ରିିତି ନିଜେ ଏନେଇ କୌଣସି ସୂଚନା ଦେଇନାହାଁନ୍ତି । ସେ ତାଙ୍କର ଅପକମିଙ୍ଗ ଫିଲ୍ମର ସୁଟିଂ ପାଇଁ ଚଣ୍ଡିଗଡରେ ଯାଇଥିଲେ । ତାଙ୍କ ସହ ଅଭିନେତା ରାଜକୁମାର ରାଓ ମଧ୍ୟ ମଧ୍ୟ ଥିଲେ । ସୁଟିଂ ସେଡ଼ୁ୍ୟଲ ପୂରଣ କରି ମୁମ୍ଭାଇ ଫେରିବା ପରେ କ୍ରିତି କରୋନା ଆକ୍ରାନ୍ତ ହୋଇଥିବା କଥା ଜଣାପଡ଼ିଛି

LEAVE A REPLY

Please enter your comment!
Please enter your name here

- Advertisment -

Most Popular