spot_img

କୁତବ ମିନାର ମସଜିତ୍ ବିରୋଧରେ ଦିଲ୍ଲୀର ସାକେତ କୋର୍ଟରେ ମାମଲା

ନୂଆଦିଲ୍ଲୀ: କୁତବ ମିନାର ମସଜିତ୍ ବିରୋଧରେ ଦିଲ୍ଲୀର ସାକେତ କୋର୍ଟରେ ମାମଲା ଦାୟର । ୨୭ ହିନ୍ଦୁ ଏବଂ ଜୈନ ମନ୍ଦିରକୁ ଭଙ୍ଗାଯାଇ ଏହାର ନିର୍ମାଣ କରାଯାଇଛି ବୋଲି ମସଜିଦ୍ ବିରୋଧରେ ଦାଖଲ ହୋଇଥିବା ମାମଲାରେ ଉଲ୍ଲେଖ କରାଯାଇଛି । ଭଙ୍ଗା ଯାଇଥିବା ମନ୍ଦିରଗୁଡିକୁ ପୁଣିଥରେ ନିର୍ମାଣ କରାଯିବା ସହିତ ଦେବୀ ଦେବତାଙ୍କ ପୂଜା କରିବା ଲାଗି ଆବେଦନରେ ଦର୍ଶାଯାଇଛି । ମନ୍ଦିର ଭଙ୍ଗାଯାଇଥିବାର ପ୍ରର୍ଯ୍ୟାପ୍ତ ପ୍ରମାଣ ରହିଥିବା ଆବେଦନରେ ସଚିତ ହୋଇଛି । ଏହାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୪ ରେ କରାଯିବ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular