spot_img

ଥମୁନି ହାତୀ ଉପଦ୍ରବ, ଘର ଭାଙ୍ଗିବା ସହ ଫସଲ ନଷ୍ଟ

ସୁନ୍ଦରଗଡ଼: ଥମୁନି ହାତୀଙ୍କ ଉପଦ୍ରବ । ସୁନ୍ଦରଗଡ଼ରେ ପୁଣି ହାତୀ ପଲଙ୍କ ଉପଦ୍ରବ ଦେଖିବାକୁ ମଳିଛି। ଉଜ୍ୱଳପୁର ଫରେଷ୍ଟ ରେଞ୍ଜରେ ହାତୀ ଉପଦ୍ରବ ଲୋକଙ୍କୁ ଭୟଭୀତ କରିଛି । କିଛି ଦିନର ବ୍ୟବଧାନ ପରେ ପୁଣି ସୁନ୍ଦରଗଡ଼ ଜିଲ୍ଲା ତିଳଡ଼େଗା, ଟିନକିବନ୍ଦ, ପଲାସପଲି ଗାଁରେ ହାତୀ ପଲ ମାଡ଼ିଆସିଛନ୍ତି । ଘର ଭାଙ୍ଗିବା ସହ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି ହାତୀ ପଲ । ହାତୀ ଘୋଉଡାଇବାକୁ ବନବିଭାଗକୁ ଖବର ଦେଇଛନ୍ତି ଗ୍ରାମବାସୀ । ସେପଟେ ଗ୍ରାମବାସୀ ହାତୀ ପଲଙ୍କୁ ଦେଖି ଆତଙ୍କିତ ରହୁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular