ନୂଆଦିଲ୍ଳୀ: ପାକିସ୍ତାନକୁ ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକର ଭୟ ସତାଉଛି । ସାରା ଦେଶରେ କୃଷି ଆନେ୍ଦାଳନ ଜୋର ଧରିଥିବା ବେଳେ ଏହି ଆନେ୍ଦାଳନରୁ ଦୃଷ୍ଟି ଅକାର୍ଷଣ କରିବା ପାଇଁ ଭାରତ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟାଇକ କରିବ ବୋଲି ଅନୁମାନ କରୁଛି ପାକିସ୍ତାନ । ତେବେ ଏବାବଦରେ ପାକିସ୍ତାନର ଅଗ୍ରଣୀ ଖବରକାଗଜ ‘ଏକ୍ସପ୍ରେସ ଟ୍ରିବୁ୍ୟନରେ ପ୍ରକାଶ ପାଇଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0