spot_img

ରାଜ୍ୟ ବିଜେପି କାର୍ୟ୍ୟାଳୟରେ ୪ଟି ପର୍ୟ୍ୟାୟରେ ବୈଠକ

ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ୟ୍ୟାଳୟରେ ୪ଟି ପର୍ୟ୍ୟାୟରେ ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କ ଗୁରୁତ୍ୱପୂର୍ଣ ବୈଠକ । ବୈଠକରେ ସମସ୍ତ ଜିଲ୍ଲା ସଭାପତି, ପ୍ରଭାରୀ , ପଦଧିକାର, ବିଧାୟକ, ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ଉପସ୍ଥିତ ରହିବେ । ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା ନେଇ ରଣନୀତି ପ୍ରସ୍ତୁତ ହେବ । ୩୬ଟି ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ସହ ବୁଥ ସ୍ତରରେ ଦଳକୁ ମଜବୁତ କରିବା ନେଇ ପୂରନ୍ଦେଶ୍ୱରୀ ଗୁରୁମନ୍ତ୍ର ଦେବେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular