ନୂଆଦିଲ୍ଲୀ: ଫିଟନେସ ଟେଷ୍ଟରେ ପାସ ହେଲେ ରୋହିତ ଶର୍ମା । ତେବେ ଆଇପିଏଲରେ ଆହତ ହୋଇଥିବା ରୋହିତ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ସିରିଜରୁ ବାଦ୍ ପଡ଼ିଥିଲେ। ଅନ୍ୟପଟେ ବାଙ୍ଗାଲୋରର ଜାତୀୟ କ୍ରିକେଟ୍ ଏକାଡେମୀରେ ନିଜର ହଜିଯାଇଥିବା ଫିଟନେସ୍ ଫେରି ପାଇବା ପାଇଁ ହିଟ୍ ମ୍ୟାନ୍ ବହୁତ ପରିଶ୍ରମ କରିଥିଲେ ।

Visitors Today : 0
Total Visitors : 130181
Total Views : 9891632
Visitors Online Now : 0