spot_img

୩୯ବର୍ଷରେ ପଦାର୍ପଣ କଲେ ଯୁବି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ପୋରକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ଆଜି ୩୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଯୁବି ୧୯୮୧ ଡିସେମ୍ବର ୧୨ ରେ ଚଣ୍ଡିଗଡ ଠାରେ ଜନ୍ମଗ୍ରହଣ କରିଥିଲେ । ୨୦୦୭ ମସିହାରେ ଇଂଲଣ୍ଡ ବିପକ୍ଷ ଟି-୨୦ ମ୍ୟାଚରେ ଷ୍ଟୁଆର୍ଟ ବୋର୍ଡଙ୍କ ୬ଟି ବଲରେ ୬ଟି ଛକା ମାରି ସାରା ବିଶ୍ୱକୁ ଚକିତ କରିଦେଇଥିଲେ । ଏହା ସହ ମାତ୍ର ୧୨ ବଲରେ ସେ ଅର୍ଦ୍ଧଶତକ ପୂରଣ କରିଥିଲେ । ତେବେ ତାଙ୍କ ଜନ୍ମଦିନ ଅବସରରେ ଆଜି ସାରା ବିଶ୍ୱରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular