spot_img

ଦିଲ୍ଲୀରେ ପ୍ରଦର୍ଶିତ ହେବ ଅଯୋଧ୍ୟା ରାମ ମନ୍ଦିର

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ପ୍ରଦର୍ଶିତ ହେବ ଅଯୋଧ୍ୟା ରାମ ମନ୍ଦିର । ଉତ୍ତର ପ୍ରଦେଶ ଟେବୁଲରେ ଶୋଭା ପାଇବ ଅଯୋଧ୍ୟାର ଆଗାମୀ ରାମ ମନ୍ଦିର ଏବଂ ମନ୍ଦିର ସହ ଜଡ଼ିତ ସଂସ୍କୃତି ,ପରମ୍ପରା ଏବଂ କଳା । ସୁଚନା ଅନୁଯାୟୀ, ୨୦୨୧ ପାଇଁ ଟେବୁଲ ଥିମ ରଖାଯାଇଛି ‘ଅଯୋଧ୍ୟାର ସାଂସ୍କୃତିକ ଐତିହ୍ୟ ଉତ୍ତରପ୍ରଦେଶ ।’ ଅଯୋଧ୍ୟାରେ ‘ଦୀପ ଆଲୋକ ପ୍ରଦର୍ଶିତ କରାଯିବ । ଗଣତନ୍ତ୍ର ଦିବସ ପ୍ୟାରେଡ଼କୁ ନେଇ ଦିଲ୍ଲୀରେ ଆୟୋଜିତ ବୌଠକରେ ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ପ୍ରସ୍ତବକୁ ଅନୁମୋଦନ କରାଯାଇଛି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular