spot_img

ଗଞ୍ଜାମ ପୋଲିସ କବଜାରେ ବାଇକ ଚୋରୀ ଗ୍ୟାଙ୍ଗ

ଗଞ୍ଜାମ: ଗଞ୍ଜାମ ପୁଲିସ କବଜାରେ ବାଇକ ଚୋରୀ ଗ୍ୟାଙ୍ଗ । ୧୯ଟି ମୋଟର ସାଇକେଲ ଜବତ ସହ ୧୦ ଜଣଙ୍କୁ ଗିରଫ କରିଛି ସ୍ଥାନୀୟ ପୁଲିସ ।ତେବେ ଏହି ଗ୍ୟାଙ୍ଗ ଗଲା କିଛି ଦିନ ଧରି ହିଂଜିଳି ଓ ବ୍ରହ୍ମପୁର ଅଞ୍ଚଂଳରେ ମୋଟର ସାଇକେଲ ଚୋରି କରୁଥିଲେ । ପରେ ଏବିଷୟରେ ଗଞ୍ଜାମ ପୁଲିସ ଖବର ପାଇ ସେମାନଙ୍କୁ ଗିରଫ କରିଛି । ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା ଆସିକା ଏସଡ଼ିପିଓ ସୂର୍ଯ୍ୟ ମଣି ପ୍ରଧାନ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular