spot_img

ଆଜି ବର୍ଷର ଶେଷ ସୁର୍ଯ୍ୟପରାଗ

ନୂଆଦିଲ୍ଲୀ: ଆଜି ବର୍ଷର ଶେଷ ସୁର୍ଯ୍ୟପରାଗ । ଏହି ସୂର୍ଯ୍ୟପରାଗ ଭାରତରେ ଦେଖାଯିବ ନାହିଁ । କେବଳ ଚିଲି ଓ ଆର୍ଜେନଟିନା ର କିଛି ଅଂଚଳରେ ପୁର୍ଣ୍ଣ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ଏହା ଛଡ଼ା ଉତର ଆମେରିକା, ଉତର ଆଫ୍ରିକା ଏବଂ ଆର୍ଜେଟିନାର କିଛି ଅଂଚଜଳରେ ଆଂଶିକ ପରାଗ ଦେଖାଯିବ । ଏହି ସୁର୍ଯ୍ୟପରାଗ ଭାରତୀୟ ସମୟରେ ସନ୍ଧ୍ୟା ୭ଟା ୩ ମିନିଟରୁ ଆରମ୍ଭ ହୋଇ ରାତି ୧୨.ଟା ୩୦ ମିନିଟ୍ ବେଳକୁ ଶେଷ ହେବ । ଏହାପରେ ୨୦୨୨ ଅକ୍ଟୋବର ୨୫ ତାରିଖରେ ଭାରତରେ ପରବର୍ତି ସୂର୍ଯ୍ୟପରାଗ ଦେଖାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular