spot_img

କାଦୁଅରେ ପଡି ହାତୀଛୁଆର ମୃତ୍ୟୁ

କଣ୍ଟାବାଞ୍ଜି ଗତ ଏକ ମାସରୁ ଅଧିକ ହେବ ତୁରେକେଲା ବ୍ଲକ୍ ଅଞ୍ଚଳର ବିଭିନ୍ନ ଗାଁରେ ୩୦ ଟିକିଆ ହାତୀପଲ ରାତି ସମୟରେ ପଶି ବ୍ୟାପକ ଚାଷ ନଷ୍ଟ କରି ଆସୁଛନ୍ତି ଏହି ହାତୀପଲରେ ୬ଟି ଶାବକ ଥିବାବେଳେ ଗୋଟିଏ ଶାବକର ମୃତଦେହ ଡୁମେରଚୁଆ ଡ୍ୟାମ୍ କାଦୁଅ ପାଣିରେ ପଡିଥିବା ଦେଖିବାକୁ ମିଳିଥିଲା

ଶୁକ୍ରବାର ରାତିରେ ହାତୀପଲ ଡୁମେରଚୁଆ ଗାଁକୁ ପଶି ଆସିଥିବା ବେଳେ ବନ ବିଭାଗ ତାକୁ ଘଉଡାଇଥିଲା ହାତୀପଲ ଡୁମେରଚୁଆ ଡ୍ୟାମ୍ ପାଖକୁ ଚାଲି ଆସିଥିଲେ ସବୁଠୁ ସାନ ହାତୀ ଶାବକ କାଦୁଅରେ ପଶି ଯାଇଥିଲା ତାକୁ ଅନ୍ୟ ହାତୀମାନେ ଉଦ୍ଧାର କରିବା ସମୟରେ ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ସନ୍ଦେହ କରୁଛି

LEAVE A REPLY

Please enter your comment!
Please enter your name here

- Advertisment -

Most Popular