ନୂଆଦିଲ୍ଲୀ: ଭାରତର ପ୍ରତୀଷ୍ଠିତ ଜିଓ କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ଦମଦାର ପ୍ଲାନିଂ ଆଣିଛି । ଗ୍ରାହକ ଡାଟା-କଲିଂ ଓ ଭାଲିଡିଟି ଦେଖି ପ୍ଲାନ୍ କ୍ରୟ କରିଥାନ୍ତି । ଏବେ କମ୍ପାନୀ ଯେଉଁ ପ୍ଲାନ୍ ଲଞ୍ଚ୍ କରିଛି ସେଥିରେ ଦୈନିକ ୧.୫ ଜିବି ଡାଟା ମିଳୁଛି । ଅନ୍ୟ ଫାଇଦା ମଧ୍ୟ ଗ୍ରାହକମାନେ ଏଥିରୁ ପାଇପାରିବେ । ଏହି ପ୍ଲାନର ବୈଧତା ରହିଛି ୩୩୬ ଦିନ । ଏଥିରେ ଦୈନିକ ୧.୫ ଜିବି ଡାଟା,ଫ୍ରି ଅନ୍ ନେଟ୍ କଲିଂ ଓ ୧୨୦୦୦ ମିନିଟ୍ ଅନ୍ୟ ନେଟଓ୍ୱର୍କକୁ କଲ୍ ପାଇଁ ଫ୍ରି ମିଳୁଛି । ଏହାସହ ଦୈନିକ ୧୦୦ ଏସଏମଏସ ମଧ୍ୟ ଗ୍ରାହକଙ୍କୁ ମିଳିବ । ଏହାସହ ଜିଓ ଆପ୍ସର ଫ୍ରି ସବସ୍କିପସନ ଗ୍ରାହକ ପାଇପାରିବେ ।ଏହାର ଦାମ୍ ରହିଛି ୨୧୨୧ ଟଙ୍କା ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0