spot_img

ହାତି ଆକ୍ରମଣରେ ଜଣେ ମୃତ

କେନ୍ଦୁଝର: ହାତି ଆକ୍ରମଣରେ ଜଣେ ମୃତ । ଏହି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର କାଇଯୋଡ଼ା ଗାଁରେ । ମୃତକ ଜଣକ ହେଲେ ଗାଁର ଶ୍ରୀକାନ୍ତୁ ନାଏକ । ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଶ୍ରୀକାନ୍ତୁ କୌଣସି କାରଣରୁ ରାତିରେ ଘରୁ ବାହାରିଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ପରେ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular