ମୁମ୍ବାଇ: ୫୭ବର୍ଷରେ ପାଦ ଦେଲେ ବଲିଉଡ଼ର ସୁପରଷ୍ଟାର ଗୋବିନ୍ଦା ।୧୯୩୬ମସିହା ଆଜିର ଦିନରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ । ତେବେ ଗୋବିନ୍ଦାଙ୍କ ପ୍ରକୃତନାମ ଅରୁଣ ଆହୁଜା । ୧୯୮୬ ଫିଲ୍ମ ଇଲଜାମ ଥିଲା ତାଙ୍କର ବଲିଉଡ଼ର ପ୍ରଥମ ଡ଼େବୁ୍ୟ ଫିଲ୍ମ । ଆକ୍ସନ ହେଉକି କମେଡ଼ି ,ଲଭ ଟ୍ରାଙ୍ଗଲ ଆଦି ସବୁ ପ୍ରକାର ଚରିତ୍ରରେ ସେ ନଜର ଆସିଛନ୍ତି । ତାଙ୍କର ଚତ୍ମକାର ଅଭିନୟ ପାଇଁ ସେ ୧୨ଥର ଫିଲ୍ମଫେୟାର ଆୱାଡ଼ ପାଇଛନ୍ତି । ଆଜିବି ତାଙ୍କ ଅଭିନୟ ଏବଂ ନୃତ୍ୟର ଅନେକ ଦିୱାନ ରହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0