spot_img

ପୂର୍ବ ଶତ୍ରୁତାକୁ ନେଇ ପେଟ୍ରୋଲ ମାଡ଼

ଅସ୍ତରଙ୍ଗ : ଆଜି ସକାଳୁ ଅସ୍ତରଙ୍ଗ ବ୍ଲକ ଆଳଙ୍ଗପୁର ଗ୍ରାମ ରେ ପୂର୍ବ ଶତ୍ରୁତା କୁ ନେଇ ଆଜି ସକାଳୁ ଈଶ୍ୱର ବିଶ୍ୱାଳ ଓ ସଙ୍ଖାଳି ସ୍ୱାଇଁ ଙ୍କ ମଧ୍ୟ୍ୟ ରେ ବଚସା ହୋଇଥିଲା l ଏଥିରେ ସଙ୍ଖାଳିଙ୍କ ଉପରେ ପେଟ୍ରୋଲ ମାଡ଼ ହୋଇଥିଲା l ଯାହା ଫଳରେ ସଙ୍ଖାଳି ଆହତ ହୋଇ ଡାକ୍ତରଖାନା ରେ ଚିକିତ୍ସା ହେଉଛନ୍ତି l ଅସ୍ତରଙ୍ଗ ପୋଲିସ ଆଜି ସକାଳୁ ଈଶ୍ୱର ବିଶ୍ୱାଳ ଙ୍କୁ ଅଟକ ରଖିଛନ୍ତି l କିନ୍ତୁ ଗ୍ରାମ ବାସୀ ଙ୍କ ଦାବୀ ଆଉ ଦୁଇ ଜଣକୁ ଗିରଫ କରିବା ଦାବୀ ରଖିଥିଲେ l ଅସ୍ତରଙ୍ଗ ପୋଲିସ ମଧ୍ୟ୍ୟ ପ୍ରତିଶୃତି ଦେଇଛନ୍ତି ଏଥିରେ ସମ୍ପୃକ୍ତ ଥିବା ବକ୍ତିଙ୍କୁ ଯଥା ଶୀଘ୍ର ଗିରଫ କରାଯିବ l

LEAVE A REPLY

Please enter your comment!
Please enter your name here

- Advertisment -

Most Popular