spot_img

ଗୌହର ଖାନ୍ ଓ ସ୍ୱାମୀ ଜୈଦ ଦରବାରଙ୍କ ଫଟୋ ଭାଇରାଲ

ସୋସିଆଲ ମିଡିଆରେ ଜଣାଶୁଣା ଅଭିନେତ୍ରୀ ଗୌହର ଖାନ୍ ଏବେ ଚର୍ଚ୍ଚାରେ । ଡିସେମ୍ବରରେ ୨୫ ତାରିଖରେ ସେ ଜାଇଡ ଦାରବାରଙ୍କୁ ବିବାହ କରିଥିଲେ । ଉଭୟଙ୍କ ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବର୍ତ୍ତମାନ ତାଙ୍କର ଆଉ ଏକ ଫଟୋ ମଧ୍ୟ ଭାଇରାଲ ହେଉଛି ଯେଉଁଥିରେ ଗୈାହର ଖାନ୍ ତାଙ୍କ ସ୍ୱାମୀ ଜାଇଡ ଦାରବାରଙ୍କୁ କୋଳରେ ଉଠାଇ ଧରିଛନ୍ତି । ଏହି ଫଯୋକୁ ପ୍ରଶଂସକମାନେ ତାଙ୍କୁ ବହୁତ ପସନ୍ଦ କରିଛନ୍ତି । ଏହା ବ୍ୟତୀତ ଆହୁରି ଅନେକ ଫଟୋ ବାହାରିଛି ଯେଉଁଥିରେ ଉଭୟେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular