ଚମ୍ପୁଆ: ପ୍ରଧାନ ମନ୍ତ୍ରୀ ଆବାସ ଘରକୁ ବିଜୁ ପକା ଘର କହି ରାଜ୍ୟ ସରକାର ଷ୍ଟିକର ମାରିବା ଉଦ୍ୟମକୁ ବିରୋଧ କରି ଚମ୍ପୁଆ ବିଜେପି ତରଫରୁ ବ୍ଲକ କାର୍ୟ୍ୟାଳୟ ଘେରାଉ କରାଯାଇଛି l ଚମ୍ପୁଆ ବିଜେପି ସଭାପତି ରାଜେଶ ଆଚାର୍ୟ୍ୟ ଙ୍କ ନେତୃତ୍ୱରେ ଏହି ଘେରାଉ କରାଯାଇଛି l ଏହି ଅବସରରେ ବ୍ଲକ କାର୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ମଧ୍ୟ ପ୍ରଦୋଶନ କରାଯାଇଛି l ରାଜ୍ୟ ସରକାରର ଏହି ଉଦ୍ୟମ କୁ ବରିଷ୍ଠ ବିଜେପି ନେତା ରମେଶ ପ୍ରଧାନ, ବୃନ୍ଦାବନ ରାମ, ମୁରଲୀ ଶର୍ମା, ସଞ୍ଜୟ ପ୍ରଧାନ, ରଞ୍ଜନ ମହାନ୍ତ, ଅଗନୁ ମହାନ୍ତ, ପ୍ରମୁଖ ରାଜ୍ୟ ସରକାରଙ୍କ ଏହି ଉଦ୍ୟମକୁ ନିନ୍ଦା କରିବା ସହ କାର୍ୟାଳୟ ସମୁଖରେ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି l



Visitors Today : 1
Total Visitors : 130170
Total Views : 9891616
Visitors Online Now : 0