ଦକ୍ଷିଣ ସିରିଆର ଡେର ଅଲ ଜୌର ପ୍ରଦେଶରେ ଏକ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ ଘଟିଛି । ଏଥିରେ ୨୮ ଜଣ ଯାତ୍ରୀଙ୍କର ମୃତୁ୍ୟ ଘଟିଥିବା ବେଳେ ପ୍ରଦେଶର କୋବାଜ୍ଜେପ ଅଞ୍ଚଳରେ ବସ୍ ଉପରେ ଆକ୍ରମଣ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି । ସିରିଆରେ ସ୍ଥିତି ଟାଇମ୍ ବମ୍ ଭଳି ହୋଇଥିବା ଜାତିସଂଘ ମାନବାଧିକାର ସଂଗଠନ ପକ୍ଷରୁ କୁହାଯାଇଛି । ଏନେଇ ଜାତିସଂଘ ମାନବାଧିକାର ସଂଗଠନର ଲୋକାୟୁକ୍ତ ମିଶେଲ ବାଶେଲଟେ ଚିନ୍ତା ପ୍ରକଟ କରିଛନ୍ତି । ଦେଶରେ ସାଧାରଣ ଲୋକଙ୍କୁ ଟାର୍ଗେଟ କରାଯାଉଛି । ପ୍ରତିଦିନ ଆତଙ୍କବାଦୀ ଆକ୍ରମଣରେ ସାଧାରଣ ଜୀବନ ଯାଉଥିବା ସେ ପ୍ରକାଶ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0