କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀ ସାଇଁକୂଳ ଠାରେ ବିଜେଡି ଦଳ ପକ୍ଷରୁ ସଂଗଠାନିକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ବିଧାୟକ ବଦ୍ରୀନାରାୟଣ ପାତ୍ର ଯୋଗ ଦେଇ କିପରି ବିରାଧିଦଳ ବିଜେଡି ଦଳ ବିଷୟରେ ବିଭିନ୍ନ ଅପପ୍ରଚାର କରୁଛି। କେନ୍ଦ୍ର ସରକାର ଓଡିଶା ବାସିଙ୍କପ୍ରତି ବମାର୍ତୀକ ମନୋଭାବ ପୋଷଣ କୁ ପ୍ରତିହତ କରି ରାଜ୍ୟବାସୀଙ୍କୁ ନ୍ୟୟ ଦେବାପାଇଁ ସଂକଳ୍ପବଧ୍ୟ ବୋଲି ପ୍ରଣବ ପ୍ରକାଶ ଦାସ କହିଥିଲେ । ଓ ଦଳ କିପରି ଅଧିକ ସୁଦୃଢ ହୋଇପାରିବ ସେ ନେଇ କର୍ମୀମାନଙ୍କୁ କହିଥିଲେ। ଏହି କାର୍ୟ୍ୟକର୍ମରେ ବିଜେଡି କର୍ମୀ ଯୋଗ ଦେଇଥିଲେ



Visitors Today : 4
Total Visitors : 130173
Total Views : 9891620
Visitors Online Now : 0
Good