spot_img

ମେସିନ ଭିତରକୁ ପଶିଗଲେ ଯୁବକ

ଆନନ୍ଦପୁର: ହାଇବେଷ୍ଟ ମେସିନରେ ଧାନ କାଟିବା ସମୟରେ ଅଘଟଣ । ଜମିରେ ମେସିନରେ ଧାନ କାଟିବା ସମୟରେ ଅନ୍ୟମନସ୍କ ହୋଇ ମେସିନ ଭିତରକୁ ପଶିଗଲେ ଯୁବକ । ଏହି ଘଟଣା ଘଟିଛି ଆନନ୍ଦପୁର ଅନ୍ତର୍ଗତ ଆବଲାପୁର ଗ୍ରାମରେ । ଗ୍ରାମରେ ଧାନ କାଟିବା ସମୟରେ ହଠାତ ମେସିନ ଭିତରକୁ ପଶି ଯାଇଥିଲେ ଯୁବକ । ଗୁରୁତର ଅବସ୍ଥାରେ ଯୁବକକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ତାକୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ବର୍ତମାନ ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଚିକିସôା ଜାରି ରହିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular